ପୁଣି ମା ଓ ପୁଅଙ୍କ ହଙ୍ଗାମା । ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ କିରୋସିନି ହାତରେ ଧରି ଆତ୍ମହତ୍ୟା ଉଦ୍ୟମ । ଗତକାଲି କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ହୋଇଥିଲା ହାଇଡ୍ରାମା ପରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ କ୍ୟାପିଟାଲ ଥାନାର ପୋଲିସ କାବୁ କରି ନେଇଛି।
#ArgusNews #ArgusNewsTV #Odisha #EmranKhan #school #matrikexam #SamirRanjanDash