ପୁଣି ରାଜଧାନୀରୁ ବ୍ରାଉନ ସୁଗାର ଜବତ । ୧୦୦ ଗ୍ରାମର ବ୍ରାଉନ ସୁଗାର ଜବତ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା । ୨ ଜଣଙ୍କୁ ଗିରଫ କଲା ଭୁବନେଶ୍ବର ଅବକାରୀ ବିଭାଗ। ପଣ୍ଡା ପାର୍କ ନିକଟରେ ଡିଲ୍ ବେଳେ ଚଢାଉ ।
#Bhubaneswar #Brownsugarseized #Excisedepartment #arrested #Dealer #Odisha #ArgusNews