ଗଞ୍ଜାମର ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ପାତ୍ରପୁର ବ୍ଲକ ଖମ୍ବାରୀଗାଁ ପଞ୍ଚାୟତର ବାବନପୁର ଗାଁରେ ଆକ୍ରମଣ । ଶାସକ ଦଳ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ । ଆକ୍ରମଣର ଶିକାର ହେଲେ ପି. ଲୋକନାଥ।
#Ganjam #attack #Patrapur #criminal #mischief #victim #ArgusNews #Odisha