ରମେଶ ସ୍ବାଇଁ ଓ ତାଙ୍କ ମ୍ୟାନେଜର ବିଶ୍ଵରଂଜନ ଦାସଙ୍କୁ 5 ଦିନିଆ ରିମାଣ୍ଡରେ ନେବାକୁ ଏସଡ଼ିଜେଏମ କୋର୍ଟଙ୍କ ଅନୁମତି। ସାମ୍ନା ସାମନି ଜେରା କରିବା ପାଈଁ ଉଭୟଙ୍କୁ 7 ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କମିଶନରେଟ ପୁଲିସ
#fakedocter #rameshswain #commissionerateofpolice #Remand #Odisha #ArgusNews