ପୁଣି ସାଇକେଲରେ ବୁହା ହେଲେ ରୋଗୀ । ବୌଦ୍ଧ ଜିଲ୍ଲା ଭାଳିଆପଦର ଗାଁରେ ସାମନାକୁ ଆସିଛି ଏହି ଅଭାବନୀୟ ଘଟଣା। ଗାଁର ଦିନି ଖେତୀଙ୍କୁ ଗତ 4 ଦିନ ହେଲା ଜ୍ବର ଏବଂ ବାନ୍ତି ହେଉଥିବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନା ନିଆଯାଇଥିଲା
#boudh #pregnantlady #Cycle #Ambulance #Roadproblem #ArgusNews