ପୁଣି ସାମନାକୁ ଆସିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡର ସତ। ଖୋଦ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲା ଝାରସୁଗୁଡାରୁ ଆସିଛି ବିଜୁ ସ୍ବାସ୍ଥ୍ୟ କାର୍ଡର ବାସ୍ତବତା। ହସପିଟାଲରେ କାର୍ଡ କାମ ନ ଦେବାରୁ ଜମିବାଡି ବିକି ସର୍ବସ୍ବାନ୍ତ ହୋଇଥିବା ପରିବାର ଏବେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ମାଗୁଛନ୍ତି ଜବାବ
#Jharsuguda #BSKYCard #HealthProblem #Odisha #ArgusNews