ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରାଣୀବସାଣ ଅଙ୍ଗନୱାଡି ରେ THR ବଣ୍ଟନ ରେ ଗର୍ଭବତୀ ଓ ପ୍ରସୂତି ଏବଂ ଅଙ୍ଗନୱାଡି ରେ ପଢ଼ୁଥିବା ପିଲା ମାନଙ୍କୁ ଅଣ୍ଡା ବଣ୍ଟନ କରାଯାଇଛି । ଏହି ଅଣ୍ଡାର ଆକୃତି ଅସ୍ୱାଭାବିକ ହୋଇଥିବା ରୁ ନକଲି ଅଣ୍ଡା ସନ୍ଦେହ କରି ଅଙ୍ଗନୱାଡ଼ି କର୍ମୀ ଙ୍କୁ ଜଣାଇବା ସହ ହୋଟାଗୋଳ କରିଥିଲେ
#ArgusNews #Odisha #NewsChannel #ArgusNewsTV #Balasore #Bhogarai #Duplicate_Egg #Anganwadi