ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ଦୁଧିଆଣି ଗ୍ରାମପଞ୍ଚାୟତ ବଡ଼ ବାରହାକାମୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଉକ୍ତ ଗ୍ରାମର ଜୈନେକ ପ୍ରସୂତି ମହିଳାଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ଗ୍ରାମରୁ ତିନି କିଲୋମିଟର ନଦୀନାଳ ,ଏବଂ ଏକ ଘଞ୍ଚଜଙ୍ଗଲ ରାସ୍ତାରେ ଖଟିଆରେ ବୋହି ହାତୀବାରି ଗ୍ରାମକୁ ଆଣିଥିଲେ
#ArgusNews #Odisha #NewsChannel #ArgusNewsTV #Mayurbhanja #Pregnant_Lady