ପୁଣି stf କୁ ବଡ଼ ସଫଳତା । ଭଡାଟିଆ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଏସ୍ଟିଫ । ଗତକାଲି ଜଟଣୀ ରାମଚନ୍ଦ୍ରପୁର ଅଂଚଳରେ ଏକ ଭଡାଟିଆ ମାରୁତି ସୁଜୁକି ଡିଜେୟାର କାର ରେ ଗଂଜେଇ ଚୋର ଚାଲାଣ ବେଳେ ଖବର ପାଇ ସଂପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।
#Bhubaneswar #stf #ganja #Raid #Odisha #ArgusNews