ପୁରୀ ଜିଲ୍ଲା କଣାସ ବ୍ଲକ ତିପୁରୀ ଗାଁରେ ହିରୋଷ୍ଟୋନକୁ ନେଇ ଚର୍ଚ୍ଚା । ମାଟିତଳେ ପୋତି ହୋଇ ରହିଛି ପୁରାତନ କୀର୍ତ୍ତିରାଜି । ଶିଳାରେ ଅଙ୍କା ଯାଇଛି ଯୋଦ୍ଧାଙ୍କ ପ୍ରତିଛବି । ଯୁଦ୍ଧ କୁରଥିବା ଆକୃତିର ପ୍ରତିଛବି ଦେଖି ଆଶ୍ଚର୍ଯ୍ୟ ସ୍ଥାନୀୟ ଲୋକେ
#Puri #Brahmagiri #herostone #heritage #ArgusNews