#ପୁରୀ_ପ୍ରଶାସନର_ନୂଆ_SOPକୁ_ନେଇ_ଚିନ୍ତାରେ_କ୍ଷୁଦ୍ର_ବ୍ୟବସାୟୀ !
ଏଣିକି ଉତ୍ତର ଦ୍ବାରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଗ୍ରାଣ୍ଡ ସେଣ୍ଟରଠାରୁ ଜଗାବଳିଆ ଲଜ୍ ପର୍ଯ୍ୟନ୍ତ ଥିବା ଅଞ୍ଚଳରେ କୌଣସି ପ୍ରକାର ଗାଡି ପାର୍କିଂ ହୋଇପାରିବ ନାହିଁ । ଠେଲା ଗାଡି କିମ୍ବା ଉଠା ଦୋକାନିଙ୍କୁ ମଧ୍ୟ ରାସ୍ତା ଉପରେ ବସି ବ୍ୟବସାୟ କରିବାକୁ ଅନୁମତି ନାହିଁ
#Puri #JagannathTemple #NewSOP #VendingZone #SmallBusinessman #noparking #Puriadministration #Odisha #ArgusNews