ପୁରୀ ସତ୍ୟବାଦୀରେ କିଷାନସଭା କାର୍ଡ ନାଁରେ ଚାଷୀଙ୍କୁ ଲୁଟ୍। ସତ୍ୟବାଦୀରେ ମାତିଛନ୍ତି କିଷାନ କାର୍ଡ ଦଲାଲ। କିଷାନ ସଭା କାର୍ଡ କଲେ ଚାଷୀଙ୍କୁ ମିଳିବ ସରକାରଙ୍କ ସମସ୍ତ ସୁବିଧା। ଏଭଳି କହି କାର୍ଡ ପିଛା ଲୁଟୁଛନ୍ତି ୧୫୦ ରୁ ୨୦୦ ଟଙ୍କା। ଗୋଟିଏ ପରିବାରରୁ ୪ରୁ ୫ଟି କାର୍ଡ କରିବାକୁ ବାଧ୍ୟ କରୁଛନ୍ତି ଦଲାଲ।
#Puri #Satyabadi #KisanSabhacard #Scam #Corruption #FarmersIssue #Brokers #Odisha #ArgusNews