ସିବିଆଇ ତଦନ୍ତ ନହେଲେ ସମସ୍ତ ପରିବାର ଆତ୍ମହୁତି ଦେବେ ବୋଲି ସରକାରଙ୍କୁ ଜଣାଇଛନ୍ତି । ଗୁଣ୍ଡିଚା ମନ୍ଦିରଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ସମସ୍ତ ପୀଡିତ ପରିବାର ଶୋଭାଯାତ୍ରାରେ ଯାଇ ମହାପ୍ରଭୁଙ୍କ ନିକଟରେ ଦୀପ ଲଗାଇଛନ୍ତି
#Puri #CBI #Investigation #justice #odishaGovt #ArgusNews