ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଦଉଡି ଆସି ପୁରୀରେ ପହଞ୍ଚିଛି। ଏଥିରେ ୬ଟି ଘେର ଦଉଡି ଓ ୧୪ଟି ରଥଟଣା ଦଉଡି ମିଶାଇ ମୋଟ ୨୦ଟି ଦଉଡି ଆସିଛି। ରଥଦଉଡି ଗୁଡିକରେ ୧୨୦ କେଜି ରସି ଲାଗିଥିବା ବେଳେ ଦଉଡିର ଲମ୍ବ ୬୭ମିଟର ବା ୨୨୦ ଫୁଟ ରହିଛି
#ArgusNews #Odisha #NewsChannel #ArgusNewsTV #Puri #ratha_rope