#ପୁରୀରେ_ମାତିଛନ୍ତି_ମୂର୍ତ୍ତି_ଚୋରି_ଗ୍ୟାଙ୍ଗ
#ଟାର୍ଗେଟରେ_ପୁରାତନ_ମନ୍ଦିରର_ଅଷ୍ଟାଧାତୁ_ନିର୍ମିତ୍ତ_ପ୍ରତିମୂର୍ତ୍ତି
ପୁରୀ ଜିଲ୍ଲାରେ ଆତଙ୍କ ମଚାଇଛନ୍ତି ଲୁଟେରା ଗ୍ୟାଙ୍କ! ଦୁର୍ବୃତ୍ତଙ୍କ ଟାର୍ଗ୍ରେଟ୍ ରେ ଠାକୁର ଓ ଠାକୁରଙ୍କ ସମ୍ପତି।ମନ୍ଦିର ତାଲା ଭାଙ୍ଗି ମନ୍ଦିର ଭିତରୁ ଦେବାଦେବୀଙ୍କୁ ଲୁଟି ନେଉଛନ୍ତି ଦୁର୍ବୃତ।
#Puri #Temple #Statue #Odisha #ArgusNews