ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ଉଛୁପୁର ନୂଆସାହିର ଯୁବଚାଷୀ ଦିଲୀପ ବିଶ୍ୱାଳ । ଏ ଅଞ୍ଚଳର ପ୍ରଥମ ଚାଷୀ ଭାବେ ସେ ନିଜ ଅଧ ଏକର ଜମିରେ ଫଳାଇଛନ୍ତି ଥାଇଲାଣ୍ଡ ବରକୋଳି । ତାଙ୍କ ଜମିରେ ଚାରା ରୋପଣର ତିନି ଚାରିମାସ ପରେ ବଡ଼ ଆକାର, ସ୍ୱାଦିଷ୍ଠ ଓ ଆକର୍ଷଣୀୟ ରଙ୍ଗର ଫଳ ଆସିଥିବା ଦେଖି ଆଖପାଖର ଚାଷୀ ଏଭଳି ପ୍ରଜାତିର କୋଳି ଚାଷ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
#GoodNews #farming #Puri #berry #ThailandBerry #fruits #odisha #ArgusNews