ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀର ନାମକୁ ଶ୍ରୀଜଗନ୍ନାଥ ପୁରୀ ଭାବେ ନାମିତ କରିବା ଦାବିକୁ ବାଲୁକାକଳା ଜରିଆରେ ନିଜର ସମର୍ଥନ ଦେଇଛନ୍ତି। ସେ ଏକ ବାଲୁକା ଚିତ୍ରକଳା କରି ଏହାକୁ ସମର୍ଥନ କରିଛନ୍ତି।
#Puri #SandArt #jagannathPuri #Odisha #ArgusNews
Be the first to know any news. You will get latest stories and video updates through the day. You can turn them off anytime.