ରାଜଭବନକୁ ସୌନ୍ଦର୍ଯ୍ୟ କରଣ କରାଯିବା ସହିତ ପୁରୁଣା ଐତିହ୍ୟର କରାଯାଇଛି ସଂରକ୍ଷଣ। ଆନୁଷ୍ଠାନିକ ଭାବେ ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ବିଧିବଦ୍ଧ ଭାବେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ କରିଛନ୍ତି ଲୋକାର୍ପଣ। ଏଥି ସହିତ ତାଙ୍କ ପତ୍ନୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ସିଲା ଉପବନକୁ ମଧ୍ୟ ଉତ୍ସର୍ଗୀକୃତ କରିଛନ୍ତି
#ArgusNews #Odisha #ArgusNewsTV #Puri #Rajbhawan #ProfessorGaneshiLal