ପୁରୀ କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁରେ କେମିକାଲ ବିସ୍ଫୋରଣ । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ଅରଖକୁଦା ଗାଁର ଉମେଶ ବେହେରା । ଡଙ୍ଗା ତିଆରି ଗୋଦାମରେ ଥିବା କେମିକାଲ ଦ୍ବାରା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।
#Puri #ChemicalBlast #UmeshBehera #Odisha #ArgusNews