ପୁରୀ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ । 14 ନମ୍ବର ଯୋନ ବେଲଦଳ ନିକଟରେ ଲାଗିଛି ନିଆଁ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରୟାସ ଆରମ୍ଭ କରିଛି । ଗ୍ରାମବାସୀ ବି ଏଥିରେ ସାମିଲ ହୋଇ ନିଆଁକୁ ଲିଭେଇବା ପାଇଁ କରୁଛନ୍ତି ପ୍ରୟାସ ।
#Puri #Konark #Balukhand #fire #Odisha #ArgusNews