#ପୁରୀ_ଜିଲ୍ଲାବାସୀଙ୍କୁ_ଶକ୍ତି_ବିଭାଗର_ବଡ଼_ଧୋକ୍କା ଫନିରେ 2 ବର୍ଷ ପରେ ବି କ୍ଷତିଗ୍ରସ୍ତ ଅନ୍ଧାରରେ I ଅନେକ ଗାଁରେ ଏବେ ବି ପୁନଃସ୍ଥାପନ ହୋଇନାହିଁ ବିଜୁଳି I କେନ୍ଦ୍ର ଦେଇଛି ସହାୟତା, ହେଲେ ଲୋକଙ୍କ ପାଖରେ ପହଞ୍ଚାଇପାରୁନି ରାଜ୍ୟ I #ArgusNews #Odisha #Puri Naveen Patnaik #OdishaSarkar