ପୁରୀ ଡେଲାଙ୍ଗ ଇନ୍ଦିପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ଲୁଟ ଉଦ୍ୟମ । ବିଳମ୍ଵିତ ରାତିରେ ବ୍ୟାଙ୍କ ଏଟିଏମ ଓ ଲକର ତାଡି ଲୁଟ୍ ଉଦ୍ୟମ କରୁଥିଲେ ଦୁର୍ବୁତ୍ତ । ଦୁର୍ବୁତ୍ତ ମାନେ ବ୍ୟବହାର କରିଥିବା ସ୍କୁଟିକୁ ଜବତ କରିଛି ପୋଲିସ ।
#Puri #Delang #statebankbranch #ATMLoot #police #Odisha #ArgusNews