ପୁରୀ ବେଳାଭୂମିରେ ଅଭାବନୀୟ ଦୃଶ୍ୟ। ବ୍ୟାଗ ଭିତରେ ଭର୍ତ୍ତି ନବଜାତ ଶିଶୁର ମୃତଦେହ ଉଦ୍ଧାର । ପୁରୀ ଚକ୍ରତୀର୍ଥ ରୋଡ ହୋଟେଲ ହଲିଡେ ରିସର୍ଟ ପଛ ପାଖ ଏକ ଭଙ୍ଗା ଘରୁ ଦେଖିବାକୁ ମିଳିଛି ଏହି ମୃତଦେହ
#Puri #PuriBeach #Odisha #ArgusNews