ପୁରୀ ବେଳାଭୂମିରେ ରଥଯାତ୍ରାର ଶୁଭେଛା ଜଣାଇ ନିର୍ମାଣ ହୋଇଛି ବିଶାଳ ଥ୍ରୀଡି ବାଲୁକାକଳାକୃତି । 43 ଫୁଟ ଲମ୍ବା ଓ 35 ଫୁଟ ଚଉଡ଼ା ବିଶ୍ୱର ସବୁଠୁ ବଡ଼ ବାଲୁକକଳାକୃତି ନିର୍ମାଣ ହୋଇଛି । କୋଭିଡକୁ ନେଇ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ହେଉଥିବାରୁ ଏହି କଳାକୃତି ସେହିମାନଙ୍କ ଉଦେଶ୍ୟରେ ସମର୍ପିତ ବୋଲି କହିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
#ArgusNews #Odisha #ArgusNewsTV #Puri #sandart #Sudarshanpattnaik #RathYatra2021