ପୁରୀ ବ୍ଲୁ ଫ୍ଲାଗ ବିଚରେ ଦିବ୍ୟାଙ୍ଗଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗମାନେ ସମୁଦ୍ରକୂଳ ପର୍ଯ୍ୟନ୍ତ ଯାଇ ପ୍ରକୃତିକୁ ଉପଭୋଗ କରିପାରିବେ। ପୂର୍ବରୁ ହୁଇଲ୍ ଚେୟାରରେ ବସି ବାଲିରେ ବେଳାଭୂମିରେ ବୁଲିବା କଷ୍ଟକର ହେଉଥିବାବେଳେ ସେମାନଙ୍କ ନିମନ୍ତେ ବର୍ତ୍ତମାନ ସ୍ୱତନ୍ତ୍ର ମ୍ୟାଟ୍ ପକାଯାଇ ନିର୍ଦ୍ଧିଷ୍ଟ ପଥ ବ୍ୟବସ୍ଥା କରାଯାଇଛି
#ArgusNews #Odisha #puri #blueflagbeach #handicraft #wheelchair