ଡିଜେ ଜମାନାରେ ଭଳିକି ଭଳି ପ୍ରାଚୀନ ବାଦ୍ୟଯନ୍ତ୍ରକୁ ସାଇତି ରଖିଛନ୍ତି ବେଗୁନିଆ ବ୍ଲକ ମଲ୍ଲିପଦର ଗାଁର ଯୁବ କଳାକାର ତାରେଶ୍ୱର ମହାପାତ୍ର ଓରଫ ବାପି । କେବଳ ସାଇତି ରଖିନାହାନ୍ତି ସେଗୁଡିକୁ ବାୟନ କରି ଲୁପ୍ତପ୍ରାୟ ଲୋକକଳାକୁ ଗାଁ ମାଟିରେ ଉଜ୍ଜୀବିତ କରି ରଖିଛନ୍ତି
#ArgusNews #Odisha #Khordha #GoodNews #Badyajantra #Musicalinstrument