#ପୂର୍ତ୍ତ_ବିଭାଗ_ନାଁ_ଦୁର୍ନିତି_ବିଭାଗ ?
#ଉଚ୍ଚ_ଦପ୍ତର_ନିର୍ମାଣରେ_କୋଟି_କୋଟି_ଟଙ୍କା_ଦୁର୍ନିତିର_ଗନ୍ଧ
ରାଜଧାନୀର ଦୁଇଟି ଚର୍ଚ୍ଚିତ କୋଠାକୁ ନେଇ ଏବେ ପୁଣି ବିବାଦରେ ପୂର୍ତ୍ତ ବିଭାଗ । ୧୫୯କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଖାରବେଳ ଭବନ ଏବଂ ୪୬କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଲୋକସେବା ଭବନ କନଭେନସନ୍ ସେଣ୍ଟରକୁ ନେଇ ପୂର୍ତ୍ତ ବିଭାଗ ଅକଳରେ ପଡ଼ିଛି ।
#Bhubaneswar #KharavelBhawan #LokSevaBhawan #OdishaCM #Odisha #ArgusNews