#ପୂର୍ବତନ_ସାଂସଦ_ଲକ୍ଷ୍ମଣ_ମଲ୍ଲିକଙ୍କ_ସପ୍ତମ_ଶ୍ରାଦ୍ଧ_ବାର୍ଷିକ
ଲକ୍ଷ୍ମଣ ମଲ୍ଲିକ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ତରଫରୁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଲକ୍ଷ୍ମଣ ମଲ୍ଲିକଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଭୁବନେଶ୍ବ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ ମଲ୍ଲିକ ଏବଂ କରୋନାରେ ପ୍ରାଣ ହରାଇଥିବା ତାଙ୍କ ପୁଅ ଦେବୀ ପ୍ରସାଦ ମଲ୍ଲିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
#Bhubaneswar #exmp #laxmanmallick #Odisha #ArgusNews