#ପେଟ୍ରୋଲ_ପମ୍ପ_ରେ_ଛୁଆଙ୍କୁ_ଶିକ୍ଷାଦାନ
ସଂସାର ଜଞ୍ଜାଳରେ ଯେତେ ଛନ୍ଦି ହୋଇ ରହିଲେ ବି ନିଜ ଛୁଆକୁ ପାଠ ପଢିବାରେ ଓ ଜ୍ଞାନ ଦେବାରେ କେବେ ପଛଘୁଞ୍ଚା ଦିଏନି ମା '। ସ୍ଥାନ ,କାଳ, ପତ୍ର ଯାହା ବି ହେଉ ବି ହେଉ ନା କାହିଁକି ନିଜ ଛୁଆ ପ୍ରତି ରହିଥିବା ଏହି ପ୍ରତିବଦ୍ଧତା କୁ ମା ' ଟିଏ ନିଚ୍ଛକ ଭାବରେ ତୁଲାଇଥାଏ।ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ମୁଦିପଡ଼ା ପେଟ୍ରୋଲ ପମ୍ପରେ
#Sambalpur #PetrolPump #Education #Odisha #ArgusNews