ପେଟ୍ରୋଲ ୨୫ ଟଙ୍କା ଶସ୍ତା କରିବେ ଝାଡ଼ଖଣ୍ଡ ସରକାର । ପଡ଼ୋଶୀ ରାଜ୍ୟରେ ୨ ଚକିଆ ଯାନ ଚାଳକଙ୍କୁ ମିଳିବ ବଡ଼ ଆଶ୍ବସ୍ତି । ହେମନ୍ତ ସୋରେନ୍ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା । ପେଟ୍ରୋଲ ଉପରୁ କମାଇବେ ଭ୍ୟାଟ୍ । ଜାନୁୟାରୀ ୨୬ରୁ ଲାଗୁ ହେବ ଦର ହ୍ରାସ । ଉପକୃତ ହେବେ ଗରୀବ ମଧ୍ୟବିତ୍ତ ଶ୍ରେଣୀର ନାଗରିକ।
#Jharkhand #government #HemantSoren #Reduce #PetrolPrice #VAT #ArgusNews