ପେଲେଟ୍ ପ୍ଲାଣ୍ଟରରେ ବଡଧରଣର ଅଘଟଣ । ନିକଟରେ ଥିବା ବାଞ୍ଜିବେର୍ଣା ଗାଁକୁ ଏହି ବିଷାକ୍ତ ବର୍ଜ୍ୟ ମାଡ଼ିଯାଇଛି । ଚାଷ ଜମିକୁ ସହ ପୋଖରୀକୁ ବି ଏହି ବିଷାକ୍ତ ପାଣି ପ୍ରବେଶ କରିସାରିଛି । ଫଳରେ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ଗାଁର ଏକ କୁକୁଡା ଫାର୍ମ ବି କ୍ଷତିଗ୍ରସ୍ତ ହୋଇଛି ।
#Sambalpur #pelletplants #Rengali #JSWBhushanfactory #accident #chemicals #ArgusNews