ପେଶାରେ ଜଣେ ଅଧ୍ୟାପିକା ହେଲେ ନିଶା ତାଙ୍କର ଚିତ୍ର ଆଙ୍କିବା।
ବାଲେଶ୍ୱର ଆଇଟିଆଇ ନିକଟ ସତସଙ୍ଗ କଲୋନିର ପାୟଲ ସୋନି ପୃଷ୍ଟି । ହାତରେ ତୁଳି ଧରି ଆଙ୍କୁଛନ୍ତି ଭଳିକି ଭଳି ଚିତ୍ର । ଳଳିତ କଳା ଏକାଡେମୀରେ ମଧ୍ୟ ସ୍ଥାନ ପାଇଛି ତାଙ୍କର ଚିତ୍ର । ପାୟଲଙ୍କ ଚିତ୍ରକଳା କ୍ୟାନସର ରୋଗୀଙ୍କ ମୁହଁରେ ହସ ଫୁଟାଇବା ସହ ଦେଉଛି ବଞ୍ଚିବାର ଆଶା ।
#ArgusNews #Odisha #Balasore #Lecture #Art #Painting