ପେଶା ନୃତ୍ତତ୍ୱ ଗବେଷକ, କିନ୍ତୁ ନିଶା ଡାକ ଟିକଟ ସଂଗ୍ରହ । ଦୀର୍ଘ ୪୪ ବର୍ଷ ଧରି ଡାକ ଟିକଟ ସଂଗ୍ରହ କରୁଛନ୍ତି ଡାକ୍ତର ରମେଶ ପ୍ରସାଦ ମହାନ୍ତି । ୧୯୪୭ ମସିହାରୁ ଏ ପର୍ଯ୍ୟନ୍ତ ନିରନ୍ତର ଷ୍ଟାମ୍ପ କଲେକ୍ସନ କରି ଚର୍ଚ୍ଚାରେ ଶ୍ରୀ ମହାନ୍ତି ।
#Bhubaneswar #StampCollection #RameshPrasadMohanty #postcardcollector #ArgusNews