ପାହାଳ ଥାନାରେ ଜଣେ ଯୁବତୀ ଅଭିଯୋଗ କରିଥିଲେ କି ସେ ଏକ ରେସଟୁରାଣ୍ଟକୁ ଯାଇଥିଲେ ଏବଂ ସେଠି ତାଙ୍କର ଜଣେ ଲୋକଙ୍କ ସହ ଦେଖା ହୋଇଥିଲା.I ଡ୍ରିକନ୍ସରେ କିଛି ମିଶାଇ ଯୁବକ ଜଣକ ଯୁବତୀଙ୍କୁ ଦେଇଥିଲେ.I ଯୁବତୀଙ୍କ ହୋସ ଆସିବା ପରେ ସେ ପାହାଳରେ ଯୁବକଙ୍କ ଜଣକ ରୁମରେ ଥିଲେ I
#Pahala #Room #Pahalapolicestation #policestation #Drinks #restaurant #Complaint #Bhubaneswar #Odisha #ArgusNews#DCP #Pressmeet