#ଅନ୍ଧାରରେ_ରହୁଛି_ସ୍ବାଭିମାନ_ଅଞ୍ଚଳର_ପୋଡାଖାଲ_ଗାଁ
ରାଜ୍ୟ ସରକାରଙ୍କ ସ୍ବପ୍ନର ସେତୁଗୁରୁପ୍ରିୟା ସେତୁ ହେଲା । ବିଚ୍ଛିନ୍ନାଚଳକୁ ସ୍ବାଭିମାନ ଅଂଚଳ ବୋଲି ଘୋଷଣା କଲେ ରାଜ୍ୟ ସରକାର। କିନ୍ତୁ ଆଜି ବି ସ୍ବାଭିମାନ ଅଂଚଳବାସୀଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଇଛି। ସ୍ଵାଭିମାନ ଅଂଚଳ ଯୋଡା ପଂଚାୟତର ପୋଡଖାଲ ଗାଁରେ ଆଜି ବି ବିଜୁ ଆଲୋକ ଗାଁ ଲୋକଙ୍କ ପାଇଁ ସ୍ବପ୍ନ।
#Chitrakonda #Malkangiri #GurupriyaSetu #electricity #electricityproblem #Odisha #ArgusNews