ଭଳିକି ଭଳି ମାଟି କାରିଗରୀର ଦେଖିବାକୁ ମିଳିଛି ଝଲକ । କାରିଗର ମାନେ ଏକାଠି ହୋଇଛନ୍ତି ଭୁବନେଶ୍ବର ଏକାମ୍ର ହାଟରେ ଦୀପାବଳି ପୂର୍ବରୁ ନାନା ପ୍ରକାର ଟେରାକୋଟା ସାମଗ୍ରୀର ପ୍ରଦର୍ଶନ ଓ କିଣାବିକାର ସୁଯାେଗ ମିଳିଯାଇଛି । ଏଇଠୁ ଜାଣି ହେଉଛି କଳାର ରାଜ୍ୟ ଉତ୍କଳରେ କିଭଳି ରହିଛି ପୋଡା ମାଟିର ଉତ୍କର୍ଷତା
#BBSR #EkamraHatt #Potter #Odisha #ArgusNews