#ଲୋକଙ୍କ_ଉପରେ_ଦାଦାଗିରି
#ଲୋକଙ୍କୁ_ବାଡେଇଲେ_ମାତାଲ_ପୋଲିସ_ବାବୁ
ଅର୍ଗସରେ ଏହି ଖବର ବାଜିବାପରେ ବଦଳିଲେ ମଦ୍ୟପ IIC ଅଜୟ ମୁଦୁଲି । ବାଲିକୁଦା ବନ୍ଦର ମେରାଇନ ଥାନା IIC ଅଜୟ ମୁଦୁଲି ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହେଲେ । ମଦ ପିଇ ଉତ୍ପାତ କରିବା ସହ ଲୋକଙ୍କୁ ଠେଲାପେଲା କରିଥିଲେ IIC । ମରିଚିପୁର ଛକରେ ଅଶ୍ଲୀଳ ଭାଷାରେ ଲୋକଙ୍କୁ ଗାଳି କରିଥିଲେ ।
#dismissiicmuduli #ArgusNews #Odisha #AttackOnJournalist #Jagatsinghpur