ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନରେ ଥିବା ବଳଙ୍ଗା ପ୍ରଧାନ ସାହି ରେ ପୋଲିସ ଓ ସ୍ଥାନୀୟ ଲୋକ ଙ୍କ ଭିତରେ ମୁହାଁ ମୁହିଁ ପରିସ୍ଥିତି , କରୋନା ନିୟମକୁ ମାନିବାକୁ କହି ନାଗାନାଚକୁ ବନ୍ଦ କରିବା ବିରୋଧ କରିଥିବା ବେଳେ ସ୍ଥାନୀୟ ଯୁବକମାନେ ଆକ୍ରୋଶମୂଳକ ଭାବେ ବଳଙ୍ଗା ପୋଲିସ ଭ୍ୟାନକୁ ଆକ୍ରମଣ କରିବା ସହିତ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି
#ArgusNews #Odisha #NewsChannel #ArgusNewTV #puri #Attack_Police #Balanga_Police_Station