ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କୀ ହମଲା। ପୋଲିସକୁ ନେଇ ଯାଉଥିବା ବସ ଉପରେ ଆତଙ୍କୀଙ୍କ ଆକ୍ରମଣ। ଆକ୍ରମଣରେ 2ପୋଲିସ ସହିଦ, 12ଜଣ ଆହତ ହୋଇଥିବା ସୂଚନା। 2ଶହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ଘଟଣାକୁ ନେଇ ସବିଶେଷ ତଥ୍ୟ ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
#Odisha #ArgusNews #terror #ATTACK #securityforces #JammuKashmir