#ମହଙ୍ଗ_ପଡିଲା_ମିଛ_କେସ୍_କ୍ଷୁବ୍ଧ_ହେଲେ_ହାଇକୋର୍ଟ
#ପୋଲିସଙ୍କ_ବିରୋଧରେ_କାର୍ଯ୍ୟାନୁଷ୍ଠାନ_ପାଇଁ_ହାଇକୋର୍ଟଙ୍କ_ନିର୍ଦ୍ଦେଶ
ପୋଲିସର ମିଛ କେସ ପଡିଲା ମହଙ୍ଗା। କ୍ଷୁବ୍ଧ ହେଲେ ହାଇକୋର୍ଟ। ମିଛ କେସରେ ଶୁଭାଶିଷ ଓ ତାଙ୍କ ସାଥୀଙ୍କୁ ଫସାଇବା ଘଟଣାରେ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗୋଚାଲାଣର ପର୍ଦ୍ଦାଫାଶ କରିବା ପରେ ଚାଲାଣକାରୀଙ୍କ ପରିବର୍ତ୍ତେ ଶୁଭାଶିଷଙ୍କୁ ଗିରଫ କରିଥିଲା ପୋଲିସ।
#Gochalan #Kendrapada #Odisha #ArgusNews #HighCourtOfOdisha #CourtOrder