ପୋଲିସମାନେ କିଭଳି ବର୍ଦିର ଦୂରୁପଯୋଗ କରୁଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ମାରୁଛନ୍ତି । ପୋଲିସଙ୍କ ସବ୍-ଟାର୍ଗେଟରେ ବର୍ତମାନ ଣମାଧ୍ୟମ ପ୍ରତିନିଧି । ଶୁଣନ୍ତୁ ଏନେଇ କନ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସାମ୍ବାଦିକ ଅନନ୍ତ ମହାନ୍ତି
#ArgusNews #Odisha #ArgusNewsTV #OdishaPolice #Misbehave #Jagatsinghpur #iic