#ବିବାଦରେ_କେନ୍ଦୁଝର_ପୋଲିସ
#ପୋଲିସ୍_ହେପାଜତରେ_ଅଭିଯୁକ୍ତର_ମୃତ୍ୟୁ
#ଥାନା_ଭିତରେ_ଥାର୍ଡ_ଡିଗ୍ରୀ_ଅଭିଯୋଗ
ଗୋଟେ ପଟେ ପୋଲିସ ଗୁଳିରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ଏବେ ପୋଲିସ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଛି । ଯିଏ ରକ୍ଷକ ସେ ହିଁ ସାଜିଛି ଭକ୍ଷକ । ସୁରକ୍ଷା ବ୍ୟବସ୍ଥା କେଉଁ ଆଡକୁ ଯାଉଛି ତାକୁ ନେଇ ଉଠିଛି ବଡ ପ୍ରଶ୍ନ ।
#Keonjhar #Policecase #Arrest #Odisha #ArgusNews