ପୋଲିସ କବଜାରେ ରସିକିୟା ବିଲଡର । ଜଣେ ପରେ ଜଣେ ଯୁବତୀଙ୍କୁ ବିବାହ ନାଁ ରେ ଦେଉଥିଲେ ଧୋକା । କ୍ୟାପିଟାଲ ଥାନା ଓ ମହିଳା ଥାନା ରେ ବିଲଡ଼ର ପ୍ରିୟବ୍ରତ ମିଶ୍ର ନାଁ ରେ ଏକାଧିକ ମାମଲା । ପ୍ରିୟବ୍ରତଙ୍କ ପାଇଁ ବିବାହ ଥିଲା ନିଶା ଓ ପେଶା
#ArgusNews #Odisha #ArgusNewsTV #Builder #flirt #Bhubaneswar #priyabratamishra