#ପୋଲିସ_କବଜାରେ_ସେକ୍_ମୁସ୍ତକିମର_ଦୁଇ_ପୁଅ
ବହୁ ଚର୍ଚ୍ଚିତ ଭଦ୍ରକ ମୀର୍ଜାପୁର ଯୁବତୀ ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶେକ୍ ମୁସ୍ତକିମର ଦୁଇ ପୁଅଙ୍କୁ ଗିରଫ କରିଛି ପୋଲିସ। ଏ ଦୁଇ ହେଉଛନ୍ତି ଶେଖ୍ ସମୀର ଓ ଶେଖ୍ ହୁନା ।ଏମାନଙ୍କ ନାଁରେ ଯୁବତୀଙ୍କ ପରିବାରକୁ ଧମକ ଚମକ ଦେବାର ଅଭିଯୋଗ ହୋଇଥିଲା। ଟିମ ମୀନା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା କଥା ବି ସାମ୍ନାକୁ ଆସିଥିଲା। ତେବେ ବଡ଼ ପ୍ରଶ୍ନ ପୋଲିସ କାହିଁକି କଲା ବିଳମ୍ବ।
#ArgusNews #Bhadrak #Police #SuperintendentofPolice #charan_singh_meena