#ଗଣତନ୍ତ୍ରର_ମୂଳମନ୍ତ୍ର_ଭିନ୍ନମତ
ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ପୋଲିସ ଉପସ୍ଥିତିରେ ପ୍ରତିବାଦକାରୀଙ୍କ ଉପରେ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଛନ୍ତି । ବଡମ୍ବାରେ ବିନା କାରଣରେ ୩ ବିଜେପି କର୍ମୀଙ୍କୁ ପୋଲିସ ଉଠାଇ ନେଇଯିବାରୁ ନରସିଂହପୁର ଥାନାରେ ଦେଖିବାକୁ ମିଳିଥିଲା ପୋଲିସ-ଜନତା ଖଣ୍ଡଯୁଦ୍ଧ I
#BJD #BJP #attacked #police #baripada #Odisha #ArgusNews