ବ୍ରହ୍ମଗିରିରେ ଚିତ୍ତରଞ୍ଜନ ପଳେଇଙ୍କ ହତ୍ୟା ପ୍ରସଙ୍ଗରେ ବର୍ଷିଲା ବିଜେପି । ନୈତିକତା ଦୃଷ୍ଟିରୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବିରୁ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କଲା ବିଜେପି । ପୋଲିସ ତଦନ୍ତକୁ ଦିଗହରା କରନ୍ତୁ ନାହିଁ : ବ୍ରବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର
#BJP #BrahmagiriMLA #LalitenduBidyadharMohapatra #SanjayDasbarma #Brahmagiri #ArgusNews