ଭଦ୍ରକରେ ନ୍ୟାୟ ନପାଇ ଯୁବତୀ ଆତ୍ମହତ୍ୟା ଘଟଣାରେ ସନ୍ଦେହ ଘେରରେ ପୋଲିସର ଭୂମିକା । ଏବେ ଭଦ୍ରକର ମୃତ ଯୁବତୀଙ୍କୁ ନେଇ ପ୍ରଶ୍ନ ଘେରରେ ଏସପି ଚରଣ ସିଂହ ମୀନ । ସବୁଠୁ ବଡ଼ ଅଭିଯୋଗ, ଭଦ୍ରକ ପୋଲିସ ଦେଉଛି ଅଭିଯୁକ୍ତ ଶେଖ୍ ମୁସ୍ତାକିନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ।
#ArgusNews #Odisha #Bhadrak #police #ACP #protest #Criminal