#ପୋଲିସ_ବର୍ଦ୍ଦିରେ_ମଦ
#ଲୋକଙ୍କ_ଉପରେ_ଦାଦାଗିରି
#ଗଣମାଧ୍ୟମକୁ_ମାଡ଼
ମଦ ପିଇ ମାତିଲେ ବନ୍ଦର ମେରାଇନ ଥାନା ଆଇଆଇସି ଅଜୟ ମୁଦୁଲି । ଗଣମାଧ୍ୟମ ପ୍ରତିନିଧି ଉପରେ ମଦ୍ୟପ ଆଇଆଇସିଙ୍କ ଆକ୍ରମଣ । ପାରାଦୀପରେ ଅର୍ଗସ ପ୍ରତିନିଧି ବିଶ୍ବଜିତ ବରାଳଙ୍କ ଉପରେ ଆକ୍ରମଣ । କ୍ୟାମେରା ଦେଖି ପ୍ରତିନିଧିଙ୍କୁ ଧକ୍କା ମାରିଲେ, ବୁମ୍ ଛଡ଼ାଇ ନେଲେ ।
#ArgusNews #Odisha #IIC #Jagatsinghpur #police #AjayaMuduli