#ପୋଲିସ_ବାଲା_ଗୁଣ୍ଡା !
ସ୍ବାମୀ ମୁଣ୍ଡରେ ବନ୍ଧୁକ ଲଗାଇ ଉଠାଇନେଲେ ସ୍ତ୍ରୀକୁ
ନୟାଗଡ଼ ପୋଲିସ ରଖିଲାନି ଅଭିଯୋଗ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ନାହିଁ ଖାତିର । ମିଛ କେସରେ ଫସାଇ ଦଳିତ ପରିବାରକୁ ଦେଉଛନ୍ତି ନିର୍ଯାତନା । କାହା ନିର୍ଦ୍ଦେଶରେ କାମ କରୁଛି ନୟାଗଡ଼ ପୋଲିସ ।
#police #complaint #Nayagarh #lodged #iic #accused #allegations #Odisha #ArgusNews