#ଧୋଇଗଲା_ହୋମ_ପାଇପ୍_ପୋଲ
ଖାଇଗଲେ ରାସ୍ତା ଟଙ୍କା । ମୟୂରଭଞ୍ଜ ବେତନଟୀ ପୂର୍ତ୍ତବିଭାଗ ଅଧୀନରେ ଥିବା ଉଦଳା ଭିମଦା ଦେଇ ବୈଶିଙ୍ଗା ବାଲେଶ୍ବରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହାର ମରାମତି ପାଇଁ ଅନୁଦାନ ଆସିଥିଲେ ବି କେବଳ ବାଲିବସ୍ତା ପକାଇ କାମ ସାରିଦେଲେ ଠିକାଦାର ।
#Mayurbhanj #money #Department #corruption #CmoOdisha #Odisha #ArgusNews